L

aaa

"ନିଜ ନେତ୍ର ଅଶ୍ରୁ, ନିଜ ହାତେ ପୋଛି
ମନେ ଭାବେ ଗୋଟେ କଥା
ବାସ୍ତବ କୁ ଡରି, ସ୍ବପ୍ନ ନଦେଖିବା
ଅଟେ ଭୟାଳୁ ର ବାର୍ତ୍ତା "
"ସ୍ବପ୍ନରେ ସ୍ୱପ୍ନରେ ଉଡ଼ିବୁଲୁଥିଲି
ମୁକ୍ତ ଆକାଶରେ ମୁହିଁ
ଲକ୍ଷେ ବାଧାବିଘ୍ନ ଆସିଗଲେ ଆସୁ
ହେଲେ ମୋ ସ୍ବପ୍ନ ଅଟକିବ ନାହିଁ "
"ମୋ ସ୍ବପ୍ନ କୁ ବାସ୍ତବ ରୂପ ଦେବି ନିଶ୍ଚେ
ବିଶ୍ୱାସ ଯେ ଅଛି ମୋର
ପ୍ରଭୁ ଆଶୀର୍ବାଦ, ବିନା ସ୍ବପ୍ନ ବୃଥା
ପ୍ରଭୁ ନୀତି ଲୋଡ଼େ ଆଶୀର୍ବାଦ ତୋର "
©loni1998