L

aaaa

"ରୂପ କୁ ତୋହର ଦେଖିନାହିଁ ଦିନେ
ଗୁଣକୁ ତୋହର ପାଇଛି ଭଲ
ରୂପ ବେଶଭୂଷା ସବୁ ଦେଖାଣିଆ
ଗୁଣ ବିନା ତାର କି ଅବା ମୂଲ "
Her King
"ରୂପ ମାୟା ରେ ତୁମେ ଅନ୍ଧ ନୁହେଁ ବୋଲି
ମୋ ହୃଦୟ କୁ ଦେଲି ତୁମରି ହାତେ
ଯେତେ ବାଧା ବିଘ୍ନ ଆସୁ ଆମ ପଥେ
ମୁଁ ସଦା ରହିଥିବି , ତୁମରି ସାଥେ "

His Queen
#Panacea
©loni1998