L

aaaaaaa

"ବହୁଦିନ ପରେ ଦେଖିଥିଲି ଜଣେ
ସତ କହୁଥିବା ବ୍ୟକ୍ତି
ତା, କଠୋର ସତ କୁ, ହଜମ ନକରିପାରି
ସରକାର ତାକୁ କଲୁ ଜେଲ ରେ ଭର୍ତ୍ତି "
"ରାଜନୀତିର ଜାଲ ରେ ଛନ୍ଦି ହୋଇଗଲା ଆଜି
ବାବା ବୈଷ୍ଣବ ପୁରୀ
ପାଗଳଖାନା ରେ ଭଲ ମଣିଷଟେ
ତା ଦିନ କାଟିବ କିପରି??"
"ଦୋଷୀ ନୁହେଁ ସିଏ, ସେ ନୀରିହ ଭକ୍ତଟେ
ସେ ଜଗନ୍ନାଥ ପ୍ରେମୀ ଅଟେ
ତା ଭକ୍ତି ର ମାର୍ଗରେ ଚାଲୁଥିଲା ସିଏ
କାଇଁ ଦଫା ଲଗାଇଲୁ ତା ବାଟେ "
"ସତ କହି ଯେବେ ସେ ଲୋକପ୍ରିୟ ହେଲା
ତାକୁ ପାଗଳ ସଜାଇ ଦେଲୁ
ତା ଲୋକ ପ୍ରିୟତା ରେ କଳଙ୍କ ଲଗାଇ
ତାକୁ ଚୌଦ୍ୱାର ଜେଲ ତୁ ପଠାଇଲୁ"
ଦୁଷ୍କର୍ମ, ଚୋରି, ଡକାୟତି ଆଦି ଅନେକ ଅପରାଧ ରେ ଚୁଡି ପିନ୍ଧି ବସୁଥିବା ସରକାର, ଗୋଟେ ନିଷ୍ପାପ ଭକ୍ତ କୁ ଆଇନ ର ପାଠ ପଢ଼ାଉଥିବାର କଥା କେତେଦୂର ଠିକ?

ରାଜଶ୍ରୀ
©loni1998