P

ଆତ୍ମ ଚିନ୍ତନ 🙏

ମୁଁ କଣ କରୁଛି
ସବୁ କଣ ଠିକ
ସବୁ କଣ କର୍ତ୍ତବ୍ୟ
ଜାଣିନି
ତଥାପି କରି ଚାଲିଛି
କରିଚାଲୁଥିବି
ଶେଷ ନିଶ୍ୱାସ ଚାଲୁଥିବା ଯାଏ
କାହିଁକି ନା
ମୋ ବିଶ୍ଵାସ
ମୋ ପିତାମାତା ଦେଇଥିବା
ସଂସ୍କାର ଓ ଶିକ୍ଷା
କେବେ ମତେ ଭୁଲ ବାଟ କୁ ନବନି
ହୁଏ ତ ମୁଁ ହାରି ଯାଇପାରେ କିନ୍ତୁ
ମୋ ବିଶ୍ୱାସ ହାରିବନି
ଜିତିବ ନିଶ୍ଚୟ🙏🙏🙏
©prasannaku