S

ଅବୁଝା ମନ

ସରି ସରି ଆସେ ଜୀବନ ଆୟୁଷ
ଅଧା ରହିଜାଏ ସ୍ୱପ୍ନ
ତୁମେ କାଳେ ତାର ସେ କାଳେ ତୁମର
କୁହେ ଆଜିବି ଅବୁଝା ମନ.
©Subhakanta