ହେ ଅଟଳ ବିହାରୀ,
ଅମୂଲ୍ୟ ଅବଦାନ ରହିଛି ତୁମରି,
ଭାରତ ରତ୍ନ ର ସବୋର୍ଚ୍ଚ ଅଧିକାରୀ
ଥରାଇଛ କେତେ ହୃଦମନ୍ଦିର ଜାଗି
ହେ ଅଟଳ ବିହାରୀ ।
ପୋଖରାନରେ ଅଣୁ ପରୀକ୍ଷଣ କରି
ଚମକାଇ ଦେଲ ବିଶ୍ୱବାସୀଙ୍କୁ
ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ପଦ ପାଇ
ଦୂରୀଭୂତ କଲ ଦୁଃଖ ଦୁର୍ଦ୍ଦଶା କୁ
ହେ ଅଟଳ ବିହାରୀ ।
ଦେଇ ଗଲ କେତେ ମାର୍ଗୋପଦେଶ
ସମସ୍ତ ପ୍ରଜାପୁଞ୍ଜଙ୍କୁ
ଚିରଦିନ ଧରି ଆମେ ସ୍ମରିଵୁ
ତଵ ଜୀବନ ଗାଥା କୁ
ହେ ଅଟଳ ବିହାରୀ।
ଖ୍ରୀଷ୍ଟପର୍ବ ଦିନରେ ଜନ୍ମାର୍ଜନ କରି
ଜନମାନସରେ ହୋଇଗଲ ଵିଳୀନ
ଦେଇ ଆମକୁ କେତେ ବୈଜ୍ଞାନିକ ପଦ୍ଧତି
ତଵ ଜୟ ଗାଥା ରହିବ ଚିର ସ୍ମରଣ
ହେ ଅଟଳ ବିହାରୀ।
©jayadratha
T