S smita..09 en July 23, 2025 _Dear god_ ହେ ମୋର ପ୍ରିୟ ଭଗବାନ,ଆପଣ ତ ମୋତେ ସବୁ କିଛି ଦେଇଛନ୍ତି ,ସବୁଠାରୁ ବଡ କଥା ହେଉଛିଆପଣ ମୋତେ ସବୁଠାରୁ ମୁଲ୍ୟବାନ ଜିନିଷ ଦେଇଛନ୍ତି,ଏବଂତାହା ହେଉଛି ମୋ ଜୀବନ,ବାପା ମା',ମୋ ସାଙ୍ଗସାଥି ଓ ମା ର ମମତା,ଏବଂ ଜ୍ଞାନ........©smita..09