L loni1998 en July 23, 2025 ଧନ ନୁହେଁ ସବୁ କିଛି କୋଟି କୋଟି ଟଙ୍କା ସଞ୍ଚିକି ରଖିଲେ କି ଅଛି ସେ ଟଙ୍କା ମୂଲ୍ୟ ଦଶ ଟଙ୍କା ଥାଇ ଦାନ ଧର୍ମ କଲେ ତା ଦଶକୋଟି ର ତୁଲ୍ୟ ଦଇବ ଦୃଷ୍ଟି ରେ କି ବିଚିତ୍ର ଏ ଧନୀ ଗରିବ ର ବାଜି ଧନୀ କି ଗରିବ, ସମସ୍ତେ ମଣିଷ ଧନ ନୁହେଁ ସବୁ କିଛି ©loni1998