N

friendship

ସରଳତାର ବର୍ଣ୍ଣନା ନାହିଁ ତାର, ସରଳ ଠୁ ବି ସରଳ ସିଏ
ପ୍ରଫୁଲ୍ଲିତ ମନବାଞ୍ଛା ସମସ୍ତଙ୍କୁ କରେ ନିଜର , ତୋପରି ଗୁଣବାନ ଆଉ ହେବ କିଏ?
ଅନ୍ଧକାର ବି ଆଲୁଅ ଖୋଜେ ,ଯେବେ ତୋର ସ୍ପର୍ଶ ପାଏ ସିଏ।
ମନ ଅଟେ ତୋର ପବିିତ୍ର, ପ୍ରାତଃକାଳ ରୁ ଉଠଇ ସବୁଦିନ
ଅାଙ୍କେ ସବୁରି ମନେ ନିଜର ସଚିତ୍ର, ଭଗବାନ କରନ୍ତୁ ତୁ ଏମିତି ରହ ଚିରଦିନ ।
ବୁଦ୍ଧିମତା ରେ ତୋ ସାରି କେହି ନାହିଁ, କାର୍ଯ୍ୟ ଦକ୍ଷତା ରେ ତୁ ଅଟୁ ପାରଙ୍ଗମ
ମୋନେ ସମସ୍ତଙ୍କର ଲୋଡା ତୋ ପରି ବନ୍ଧୁ ପାଇଁ ,
ଭଗବାନ କରନ୍ତୁ ତୋ ଚଲାପଥ ହେଉ ସୁଗମ ।
ହସ ଖୁସି ରେ ବିତି ଯାଉ ତୋର ଜୀବନ,
ଏ ପାଗଳ ବନ୍ଧୁ ନିକଟରୁ ଜନ୍ମଦିନର ହାର୍ଦ୍ଦିକ ଅଭନନ୍ଦନ।
©nikunja