D

ଗଉଁଳିଆ ଛୁଆ

। ଗାଁ ଗଉଁଳି ଅଚାବୁହା । ଗୁଢି ମଡ୍ ପେ ଛୁଏ ବୁଆ, । ଗୁରି କାଳି ହେମି ବିହା । ମୁଢି ମୁସ୍ କି ଟୁରେ ଠିଆ ।। ୧ ।। । ମାଏଝି ଗୁଡ୍ ପଂଜ୍ ରା ହାଡ୍ । ଗଉଁତିଆ ପାଠ୍ ଶାଠ୍, । ଗାଁ ଖୁଳିଥି ଅଣ୍ତ୍ ରା ମାଡ୍ । ଭୁସାଭୁସି ବାଁସ୍ କାଠ୍।।୨। । ଧଙ୍ଗ୍ ରା ଧାଙ୍ଗ୍ ରି ଳୁକାଛୁପା । ପ୍ରେମ୍ ପିର୍ ତି ଜାନିଥା, । ଇ ପିଂଢା ସେ ପିଂଢା ଭେଂଡାଯୁବା । ଜୁଏଥି ପାଁଚି ପାରିଥା ।। ୩।।
©dibyaraj