ଆଖି ବନ୍ଦକଲା ବେଳକୁ ସେପଟେ ଆନନ୍ଦ ଲହଡ଼ି ର ଏକ ନୂଆଁ ଜୀବନ ସହ କୁଆଁ କୁଆଁ ସ୍ୱର ଶୁଭୁଥାଏ । ଆଖି ଖୋଲିଲା ବେଳକୁ ଏପଟେ ରାମ ନାମ ସତ୍ୟ ହେଁ ର ଅଶ୍ରୁଭିଯା ମୁଁହ ସହ ହୁଥ ହୁଥ୍ ନିଆଁ ଜଳୁଥାଏ । ଏଇ ଆଖି ଖୋଲିବା ଓ ବନ୍ଦ କରିବାର ନିମିଷକ ମଧ୍ୟରେ ହିଁ ସବୁକିଛି ଘଟିଯାଏ, ଅକ୍ଲାନ୍ତ ଘୋଟକ ପରି ସମୟ ଦୌଡୁଥାଏ , ଆଉ ଏହି ଜନ୍ମ ଠାରୁ ମୃତୁ ପର୍ଯ୍ୟନ୍ତ ଥିବା ବ୍ୟବଧାନ ଟିକୁ ଜୀବନ କୁହାଯାଏ।।
©Beauti Gad
B