ଛୋଟ ମୋର ଗାଁ ଟି ଆଗିରିଆ ତାର ନାଁ ଟି..
ଗାଁ ସହି ମାଟିର ବାସ୍ନା ସବୁରି ମନରେ ଦେଇଛି କେତେ ଯେ ତୃଷ୍ନା...
ଗାଁର ସେହି ପାଣି ପବନ ଲାଗିଲେ ଦେହେ ଚନ୍ଦନ ଚନ୍ଦନ...
ଗାଁର ସେହି ନଦୀ ପଠା କେତେ ଯେ ରହିଛି ଚିରସ୍ମରଣୀୟ କଥା... ଗାଁ ସେହି ସ୍କୁଲ ଘର ଦିନେ ନା ଯାଉଥିଲେ ସାରଙ୍କଠୁ ଖାଉ ପାହାର.. ଗାଁର ସେହି ପର୍ବ ପରବାନି ମିଳିମିଶି ଚଳନ୍ତି ସଭିଏଁ ଭାଇ ଭଉଣୀ...
ଗାଁରେ ମୋର ସେଇ ଛୋଟ ଚାଳ ଘର କେତେ ଯେ ସ୍ମୃତି ରହିଛି ଅମର..
ଆଜି ବି ସବୁ ମାନେ ଅଛି ଏଇ ଆଖି ପଲକରେ...
ସମୟ ଗଡି ଚାଲିଛି ସ୍ମୃତି ସବୁ ବଢ଼ି ଚାଲିଛି ରହିଛି କେତେ ଯେ ଅକୁହା କଥା..
ଯେତେ କହିଲେ ସରିବନି ଯେତେ ଶବ୍ଦ ଦେଇ ଵର୍ଣ୍ଣନା କଲେ ଦିନ ସାରି ରାତି ପାହିଯିବା ହେଲେ ସରିବନି ମୋ ଗାଁ ର କାହାଣୀ...
✍️ଅମ୍ରିତା ରାଉତ
©amritarout
A