ତୋ କାନ୍ଦ ରେ କାନ୍ଦେ, ରାହା ମିଶେଇକି
ତୋ ହସରେ ଦିଏ ହସି
ରାଗିଗଲେ ତୁ, ସିଏ ଯାଏ ରାଗି
ତୋ ଖୁସି ରେ ହୁଏ ଖୁସି
ଜନ୍ମିଲୁ ତୁ ଯେବେ, ଜନ୍ମ ହେଲା ସିଏ
ତୁ ମରିଲେ ଯିବ ମରି
ସାରା ବିଶ୍ୱ ରେ, ସନ୍ଧାନ କଲେ ବି
ପାଇବୁନି ବନ୍ଧୁ, ତା ପରି
ତୁ ନୂଆ ପିନ୍ଧିଲେ, ସିଏ ନୂଆ ପିନ୍ଧେ
ତୁ ଶୋଇଲେ, ଶୁଏ ସିଏ
ବିପଦେ ଆପଦେ, ତୋ ସାଥିରେ ଥାଏ
କହିପାରିବୁ କି ସେ କିଏ????
©loni1998
L