ଦିନସାରା ଏଇଠୁ ସେଇଠିକୁ ଧାଇଁଧାଇଁ,
କଷ୍ଟ କରୁଥାଏ ଶ୍ରମିକଟିଏ.
ସମୟର ପ୍ରତ୍ୟେକଟି ମୁହୂର୍ତ୍ତରେ,
ସେ ଯନ୍ତ୍ରଣା ଅନୁଭବ କରୁଥାଏ.
ପ୍ରତିଦିନ ଦେହରୁ ଝାଳ ବୁହାଇ,
ସେ ନିଜ ପରିବାରର ପେଟ ପୋଷୁଥାଏ.
ସମସ୍ତଙ୍କ ପାଇଁ,
ସେ ଅସହାୟ ଗରିବଟିଏ.
ନିଜର ଅବସ୍ଥା ବଦଳେଇବା ପାଇଁ,
ସେ ଖଟି ଚାଲିଥାଏ.
ପୁଣି ଦିନେ ପରିବାର ଓ ପରିସ୍ଥିତି ପାଖରେ ହାରିଯାଇ,,,,
ସେ ସବୁଦିନ ପାଇଁ ମାଟିରେ ମିଶିଯାଏ. 😥
✏️ମଧୁସ୍ମିତା ଦାଶ 📝
©missmadhu
M