କୋରୋନା କୋରୋନା କୋରୋନା
କୋରୋନା କୁ ଜମା ଡରନା ।
କାହାରି ହାତରେ ହାତ ମିଶାନା
ଆଲିଙ୍ଗନ ପରା ସଭିଙ୍କୁ ମନା ।
ବାରମ୍ବାର ହାତ ଧୋଇଲେ ସିନା
ହଟେଇ ପାରିବା ଆମେ କୋରୋନା ।
ସୁଷମ ଆହାର ନୀତି ଖାଇବା
ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ।
ସରକାରଙ୍କ ର କଥା ମାନିଵା
ସଚେତନ ହୋଇ ଘରେ ରହିବା ।
ଅତି ଆବଶ୍ୟକେ ବଜାର ଯିବା
ତୁଣ୍ଡି ଦେଇ ଆମେ ଵାହାରିଯିଵା ।
ଥଣ୍ଡା ଜ୍ୱର କାଶ ଲାଗି ରହିଲେ
ସ୍ୱାସ୍ଥ୍ୟ ପରୀକ୍ଷା ଯେ କରିବା ଭଲେ ।
ଆସନ୍ତୁ ସଭିଏଁ ଶପଥ ନେଵା
ଘରେ ରହି ଆମେ ସୁସ୍ଥ ରହିଵା ।
ସମସ୍ତ ନିୟମ ମାନି ଚଳିଵା
କୋରୋନା ହାରିବ ଆମେ ଜିତିଵା ।
©aliva
A