M

କଠୋର ପ୍ରେମ

ତୁମେ ମନେ ପଡିଗଲେ କିଛି କରିପାରେନି,
ତୁମ ସ୍ମୃତି ସବୁ ଏକା ସାଙ୍ଗେ ଜାବୁଡି ଧରିପାରେନି.
ମୋ ହାଲୁକା ମନରେ
ତୁମ ଓଜନିଆ ପ୍ରେମର ପ୍ରହାର,,
ଭୁଲିବାକୁ ଚାହିଁଲେ ବି ଭୁଲିପାରେନି. 💔
✏️ମଧୁସ୍ମିତା ଦାଶ 📝
©missmadhu