"ସୃଷ୍ଟି ର ଜନନୀ, ମଙ୍ଗଳ କାରିଣୀ
ଧର୍ଯ୍ୟ ସାଗର ଅଟଇ ନାରୀ
ଆଦ୍ୟା ଚିରନ୍ତନୀ, ସିଂହ ବାହିନୀ
ଅଟେ ସେ ପରୋପକାରୀ"
"ଏ ସାରା ବ୍ରହ୍ମlଣ୍ଡ , ଚତୁଃର୍ଦିଗ ଆଦିର
ଅଟେ ସେ ପାଳନକର୍ତ୍ତୀ
ଏ ଛାର ମାନବ, ଆଜିକା ଯୁଗରେ
ବୁଝୁନାହିଁ ତାର ସ୍ଥିତି "
"ଆଖିର ଲୁହକୁ, ଆଖିରେ ଲୁଚାଇ
ଓଠରେ ଦିଏ ସେ ହସି
ନିଜ କଥା ଭୁଲି, ଅନ୍ୟ ମଙ୍ଗଳ ରେ
ପାଇଥାଏ ସେ ଖୁସି "
ରାଜଶ୍ରୀ (ଲୋନି )
"
©loni1998
L