A

ନାରୀ

ନାରୀ ନୁହେଁ ସେ ସଂସାରର ପାଳନ କାରିଣୀ
ଆଜି ତାକୁ ସମାଜ କହୁଛି ତୁ ଚରିତ୍ରହିନି...
ନାରୀ ଶବ୍ଦର ଅର୍ଥ ନାହିଁ କେବେ ସେ ଜନନୀ, ଭଗିନୀ, ଜାୟା, ଦୁହିତା ସବୁ ରୂପେ ସେ ଜଗତଜିତା...
ନାରୀ ନୁହେଁ ସେ ଅନନ୍ଦିତା ସବୁ କ୍ଷେତ୍ରେ ଦେଖିବ ତାର ପାରଦର୍ଶିତା..
ନାରୀ ନୁହେଁ ସେ ଗୃହର ମଣି ଦିନେ ନଥିଲେ ଲାଗେ ଗୃହ ଗୃହ ନୁହେଁ ପୁଣି...
ନାରୀ ଏ ସଂସାର ନାରୀ ଏ ପୃଥିବୀ ନାରୀ ବିନା ନାହିଁ ଅନ୍ୟ କିଛି ଗତି..
ସବୁ ଦୁଃଖକୁ ଛାତିରେ ଚାପି ଆଜି ସେ ହେଇଛି ଵରେଣ ବନ୍ଦିତା..
✍️ଅମ୍ରିତା ରାଉତ
©amritarout