M

ପାଗଳ ଏ ସ୍ବପ୍ନ

ଶୀତଳ ଶଶୀ କିରଣରେ ଆସି,
ମୋ ପଲକରେ ବସିଯାଏ.
ନୟନର ପାଖୁଡା ଖୋଲି,
ଅସୁମାରୀ ଦିନ ମନପକାଏ.
କିଛି ଭୁଲିଯାଏ,
କିଛି ମନ ରହିଯାଏ.
କିଛି ବୁଝିହୁଏ,
କିଛି ଅବୁଝା ରହିଯାଏ.
ଯୋଉ ଅନ୍ଧାର ଗଳିଦେଇ ସେ ଆସିଥାଏ,
ସେଇ ଗଳିରେ ପୁଣି ହଜିଯାଏ. 💕
✏️ମଧୁସ୍ମିତା ଦାଶ 📝
©missmadhu