ମନକୁ ବୁଝେଇ ଦେଇଛି ଇଛାକୁ ଲୁଚେଇ ରଖିବା ପାଇଁ,
ଆଖିକୁ ମନା କରିଛି ସ୍ୱପ୍ନରେ ତୁମକୁ ଦେଖା କରିବା ପାଇଁ,
ଲୁହକୁ ଖବର ଦେଇଛି ମୋ ମୁହଁ ନ ଭିଜେଇବା ପାଇଁ,
ହସକୁ ଡାକି ଆଣିଛି ମୋ ଓଠରେ ରହିବା ପାଇଁ,
ମୋର ଗୋଟିଏ ଭୁଲ ପାଇଁ,,
ମୋ ନିଜ ସହ ଏତେସବୁ ରାଜିନାମା,,
ଅଗ୍ନି ପରୀକ୍ଷାଠୁ ବି ବଡ ସାଜିଛି....
ଆଜି ବଳିଦାନ ଦଉଛି ମୁଁ ମୋ ପ୍ରେମ ପାଇଁ.
✏️ମଧୁସ୍ମିତା ଦାଶ 📝
©missmadhu
M