A

ସାଙ୍ଗ

ସାଙ୍ଗ ଯଦି ଥିବ ଦୁଃଖ ବେଳରେ କି ଅବା ଅଭାବ ଥିବ ଜୀବନରେ..
ଧନୀ କି ଗରିବ କି ବିଚାରେ ସାଙ୍ଗ ହେବାରେ....
ବନ୍ଧୁତା ଆମର ରହୁ ଅତୁଟ ଜାଣୁ ସାରା ଜଗତ....
ବନ୍ଧୁ ନୁଁହେ ସିଏ ଜୀବନର ଆଧାର ଦିନେ ନ ଦେଖିଲେ ଲାଗେ ସବୁ ବେକାର...
ଜୀବନରେ ଯେତେ ଆସ ଅଭିପ୍ସା ଯାଉ ପଛେ ତୁଟି ସାଙ୍ଗ ହେଇ ରହିଥିବା ଦୁହେଁ ଦୁହିଁଙ୍କ ପାଇଁ...
ତୋ ଜୀବନ ମୋ ଜୀବନ କିଛି ନୁହଁ ଅଲଗା ତୁ ଥିବୁ ମୋ ସାଥିରେ ମୁଁ ଥିବି ତୋ ସାଥିରେ ବିତି ଯାଉ ଦିନ ଖୁସିରେ ଖୁସିରେ...
ଖୁସି କି ଦୁଃଖ ଯାହା ଆସୁ ତୋ ଜୀବନେ ସବୁ ଅଧା ଅଧାକରି ନେବା ସାଙ୍ଗରେ...
କେବେ ଯଦି ତତେ ରାଗି ଦିଏ ପର ଭାବି ଛାଡି ଯିବୁନିରେ...
କୃଷ୍ଣ ସୁଦାମା ଙ୍କୁ ଯେମିତି ଜାଣେ ଜଗତ ତୋ ମୋ ସଂପର୍କ ତାଠୁ ଅଧିକ...
ସାତ ଜନ୍ମ ପାଇଁ ଦେଲି ତତେ ପ୍ରାଣ ଯଦି କେବେ ଛାଡି ଗଲୁ ଦେଖିବୁ ତୋ ସାଙ୍ଗର ମରଣ...
✍️ଅମ୍ରିତା ରାଉତ
©amritarout