ନିଦ୍ରା ଭରା ମୋର ଏ ଦୁଇ ନୟନ
ଦେଖେ ଅସରନ୍ତି ସ୍ବପ୍ନ
ସ୍ବପ୍ନ ର ରାଇଜ, ଭାରି ମନୋହର
ଦେଖୁଥାଏ ବାରମ୍ବାର
ଯେବେ ଭାଙ୍ଗିଯାଏ ନିଦ, ଖୋଲିଯାଏ ନେତ୍ର
ଅଟକିଯାଏ ମୋ ଭାବ
ନେତ୍ର ଓଦା ହୁଏ , ଜଣାପଡେ ଯେବେ
ସ୍ୱପ ଥିଲା ତାହା, ନୁହେଁ ବାସ୍ତବ
ରାଜଶ୍ରୀ (ଲୋନି)
©loni1998
L