କେବେ କହିବି ତୁମକୁ,
ସେ ସବୁ ଘଟଣା.
ଆଜି ଆଉ ସମୟ ନାହିଁ,
କି କାହାଣୀର ଶେଷ ପର୍ଯ୍ୟାୟ ସାମ୍ନା କରିବାକୁ ଧର୍ଯ୍ୟ ବି ନାହିଁ,,
କେବେ ନିଶ୍ଚୟ କହିବି ତୁମକୁ,
ମୋ ଜୀବନର ସେଇ କାହାଣୀ,,,,,,
ସବୁଠୁ ନିଆରା
ସବୁଠୁ ଅଲଗା. 📜
✏️ମଧୁସ୍ମିତା ଦାଶ 📝
©missmadhu
M