L

ସେ କିଏ???

ଆମ ନିଦ୍ରା ଅବସ୍ଥାରେ, ଜନ୍ମ ନିଏ ସିଏ
ଆଖି ଖୋଲିଦେଲେ, ଚାଲି ଯାଏ
କେବେ ଖୁସି ଦିଏ, କେବେ ଦୁଃଖ ଦିଏ
କହିପାରିବକି ସେ କିଏ ???
©loni1998