S

ସଫଳତା_

ଯିବନ ରେ ବହୁତ ଦୁଃଖ କଷ୍ଟ ଆସିଥାଏ
କିନ୍ତୁ ସେଇ କଷ୍ଟ କୁ ସାମ୍ନା କରିବାକୁ ପଡେ
ସାମ୍ନା କରିବାକୁ ହେଲେ ଶକ୍ତି ଦରକାର
କିନ୍ତୁ ସେହି ଶକ୍ତି ମିଳିଥାଏ ତ୍ୟାଗ ରୁ।
©smita..09