ତୁମେ ମୋତେ ନିଜର ନ କଲେ ନାହିଁ,
ଥରେ ଭାବିକି ଦେଖ........
ତୁମଠୁ ଦୁରେଇ ରହିବା କଣ ମାେ ପାଇଁ ଏତେ ସହଜ ଥିଲା???
ତୁମେ ମତେ ମନେ ନ ପକେଇଲେ ନାହିଁ,
ଥରେ ଭାବିକି ଦେଖ.........
ତୁମକୁ ଭୁଲିଯିବା କଣ ମାେ ପାଇଁ ଏତେ ସହଜ ଥିଲା???
ତୁମେ ସିନା ରହିଗଲ ତୁମ ବାଟରେ,
ନୀରବତା ର ଆଶ୍ର୍ୟୟ ନେଇ
ଥରେ ଭାବିକି ଦେଖ.........
ମାେ ପାଇଁ ନୀରବତା ଟା କଣ ଏତେ ସହଜ ଥିଲା???
ତୁମ ଆଖିରେ ଅସୁମାରୀ ସ୍ବପ୍ନ,
ତୁମ ଭବିଷ୍ୟତ କୁ ନେଇ
ଥରେ ଭାବିକି ଦେଖ.......
ମାେ ଆଖିରେ କଣ ସ୍ବପ୍ନ ନଥିଲା ତୁମ ସାଥେ ରହିବା ପାଇଁ???
S.N(LIJU )
©liju
L