M

ଟିକିଏ ଭାବିବା 🤗

ନିଜକୁ ଉଚ୍ଚ ପ୍ରମାଣିତ କରିବାପାଇଁ
ନିଜର ଗୁଣ ଗାନ କରିଥାଏ ମନୁଷ୍ୟ.
କିନ୍ତୁ ପ୍ରକୃତରେ ସେ କରିଥାଏ କଣ ?
ନିଜ ମନକୁ ଖୁସି କରିବାପାଇଁ, ଅନ୍ୟକୁ ଅପମାନ ଦେଇଥାଏ.
ନିଜ ଅହଂକାରକୁ ସତ୍ୟ ପ୍ରମାଣ କରିବାପାଇଁ, ମିଥ୍ୟାର ପାହାଚ ଉପରେ ଚଢ଼ିଥାଏ.
ନିଜକୁ ସବୁଠୁ ସୁନ୍ଦର ଭାବି, ଅନ୍ୟକୁ ତୁଚ୍ଛ ମନେକରିଥାଏ.
ନିଜର ସାମ୍ରାଜ୍ୟ ବିସ୍ତାର କରିବାପାଇଁ, ଅନ୍ୟଠାରୁ ତାଙ୍କ ପରିଚୟ ଛଡେଇଥାଏ.
ନିଜକୁ ସର୍ବଶ୍ରେଷ୍ଠ ମନେକରି, ଅନ୍ୟକୁ ନିଜ ଦାସ ପରି ବ୍ୟବହାର କରିଥାଏ.
କିନ୍ତୁ ଶେଷରେ ଦିନେ ସେଇ ପରମାତ୍ମାଙ୍କ ପାଖକୁ ଯିବାକୁ ପଡେ, କିଏ ଭକ୍ତି ଓ ଭଲପାଇବା ନେଇ ଯାଏ ତ କିଏ ଅହଂକାର ନେଇ.... !💐
✏️ମଧୁସ୍ମିତା ଦାଶ 📝
©missmadhu