ଯେବେ ଆକାଶରେ ଜହ୍ନ ଲୁଚକାଳି ଖେଳେ
ତମ କଥା ମୋର ଭାରି ମନେ ପଡେ,
ପାହାନ୍ତିଆ ରାତିରେ ନିଦ ଭାଙ୍ଗିଗଲେ
ଏ ମନ ତୁମକୁ ଝୁରେ !
ସାଥି ତୁମେ କେତେ ଦୂରେ.......
Dedicated to this Hardcore Missing friendship article to all my new friends on Poemia. #Thanksgiving2All💝✍️
©satya2908
S