S satya2908 en July 23, 2025 ତ୍ୟାଗ ଯୌବନvsଜୀବନପ୍ରିୟାର ସ୍ପର୍ଶରେ ଜୀବନ ମଲ୍ଲାରଅସରନ୍ତି ଜୁଆର ଭଟ୍ଟା,ନୟନ ଲୋତକେ ହୃଦୟ ବହ୍ନିରେପ୍ରେମରେ ଗର୍ବିତ ଝଣ୍ଡା !ପୁଲୱାମା ନୀରବ ଭାରତେ ପରଵଶ୍ରଦ୍ଧାଞ୍ଜଳିର ଫୁଲମାଳ,ପ୍ରେମୀଯୁଗଳ ଏଠି ପ୍ରେମ କରି କରିବୁହାନ୍ତି ନିଜର ଝାଳ !©satya2908